or_obs-tn/content/45/07.md

452 B

ଦିନେ

ଏହି ବାକ୍ୟାଂଶ ଅତୀତରେ ଘଟିଥିବା ଘଟଣାକୁ ଉପକ୍ରମ କରେ, କିନ୍ତୁ ପ୍ରକୃତ ସମୟକୁ କହେ ନାହିଁ । ଅନେକ ଭାଷା ଗୁଡିକ ଏକାପରି ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

କୂଶ

କୂଶ ପୁର୍ବ ଆଫ୍ରିକାର ଏକ ଦେଶ ।