or_obs-tn/content/47/11.md

7 lines
1.8 KiB
Markdown

# ପରିତ୍ରାଣ ପାଇବାକୁ
ଏହା ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି,"ମୋ ପାପରୁ ପରିତ୍ରାଣ ପାଇବା ପାଇଁ" କିମ୍ବା "ଯଦ୍ଵାରା ପରମେଶ୍ଵର ମୋ ପାପରୁ ମୋତେ ପରିତ୍ରାଣ କରିବେ," । ଏହି ପ୍ରଶ୍ନ ପରମେଶ୍ଵରଙ୍କ ଦଣ୍ଡରୁ ମୁକ୍ତି ପାଇବାକୁ ସୁଚାଏ ଯିଏ ଭୁମିକମ୍ପ କରିଥିଲେ ।
# ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ବାସ କର
ଏହା ଉଭୟ ଜେଲର୍ ଓ ତାହାର ପରିବାରକୁ ଦର୍ଶାଏ , ଯିଏ ସମସ୍ତେ ବିଶ୍ଵାସ କରି ବାପ୍ତିଜିତ ହୋଇଥିଲେ । ହୋଇପାରେ କିଛି ଭାଷାରେ ଏହା କୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ଆକୃତି କୁ ବ୍ୟବହାର କରିପାରନ୍ତି ଯେ ପାଉଲ ଲୋକସମୁହକୁ କହୁଅଛନ୍ତି ବୋଲି
# ତୁମେ ଏବଂ ତୁମ୍ଭର ପରିବାର ରକ୍ଷା ପାଇବେ
ଏହା ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ ଯେପରି ," ପରମେଶ୍ଵର ତୁମ୍ଭକୁ ଏବଂ ତୁମ୍ଭର ପରିବାରକୁ ତୁମ୍ଭମାନଙ୍କର ପାପ ପାଇଁ ଅନନ୍ତ କାଳର ଦଣ୍ଡରୁ ମୁକ୍ତି କରିବେ । ନିଶ୍ଚିତ କରନ୍ତୁ ଯେ ଏଠାରେ ମୁକ୍ତି ଆତ୍ମିକତା କୁ ସୁଚାଏ, ଶାରୀରିକତାକୁ ନୁହେଁ ।