or_obs-tn/content/47/11.md

1.8 KiB

ପରିତ୍ରାଣ ପାଇବାକୁ

ଏହା ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି,"ମୋ ପାପରୁ ପରିତ୍ରାଣ ପାଇବା ପାଇଁ" କିମ୍ବା "ଯଦ୍ଵାରା ପରମେଶ୍ଵର ମୋ ପାପରୁ ମୋତେ ପରିତ୍ରାଣ କରିବେ," । ଏହି ପ୍ରଶ୍ନ ପରମେଶ୍ଵରଙ୍କ ଦଣ୍ଡରୁ ମୁକ୍ତି ପାଇବାକୁ ସୁଚାଏ ଯିଏ ଭୁମିକମ୍ପ କରିଥିଲେ ।

ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ବାସ କର

ଏହା ଉଭୟ ଜେଲର୍ ଓ ତାହାର ପରିବାରକୁ ଦର୍ଶାଏ , ଯିଏ ସମସ୍ତେ ବିଶ୍ଵାସ କରି ବାପ୍ତିଜିତ ହୋଇଥିଲେ । ହୋଇପାରେ କିଛି ଭାଷାରେ ଏହା କୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ଆକୃତି କୁ ବ୍ୟବହାର କରିପାରନ୍ତି ଯେ ପାଉଲ ଲୋକସମୁହକୁ କହୁଅଛନ୍ତି ବୋଲି

ତୁମେ ଏବଂ ତୁମ୍ଭର ପରିବାର ରକ୍ଷା ପାଇବେ

ଏହା ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ ଯେପରି ," ପରମେଶ୍ଵର ତୁମ୍ଭକୁ ଏବଂ ତୁମ୍ଭର ପରିବାରକୁ ତୁମ୍ଭମାନଙ୍କର ପାପ ପାଇଁ ଅନନ୍ତ କାଳର ଦଣ୍ଡରୁ ମୁକ୍ତି କରିବେ । ନିଶ୍ଚିତ କରନ୍ତୁ ଯେ ଏଠାରେ ମୁକ୍ତି ଆତ୍ମିକତା କୁ ସୁଚାଏ, ଶାରୀରିକତାକୁ ନୁହେଁ ।