5 lines
1.1 KiB
Markdown
5 lines
1.1 KiB
Markdown
|
|
# ଆନ୍ତିୟଖିଆର ନଗର
|
|
ଏହା ଏକ ପୁରୁଣା ସହର ଥିଲେ ଯାହା ବର୍ତ୍ତମାନ ଆଧୁନିକ ତୁର୍କୀର ଦକ୍ଷିଣ ଦିଗରେ ଅବସ୍ଥିତ, ଏହାର ସୀମାରେ ସୀରିୟା ଏବଂ ମଧ୍ୟସାଗର ଅବସ୍ଥିତ । ଏହା ପ୍ରାୟ 450 ମାଇଲ୍ ଉତ୍ତର ପଶ୍ଚିମ ଯିରୁଶାଲମଠାରୁ ଥିଲା ।
|
|
# ମଣ୍ଡଳୀକୁ ଶକ୍ତିଶାଳୀ କଲେ
|
|
ଏହା ଏହିପରି ଅନୁବାଦ କରାଯାଇପାରେ ଯେମିତି, "ଆତ୍ମିକତାରେ ମଣ୍ଡଳୀକୁ ବୃଦ୍ଧିପାଇବାକୁ ସାହାଯ୍ୟ କଲେ" କିମ୍ବା, "ଯୀଶୁଙ୍କ ବିଶ୍ଵାସୀମାନଙ୍କୁ ସେମାନଙ୍କର ବିଶ୍ଵାସରେ ବଢିବାକୁ ସାହାଯ୍ୟ କଲେ" କିମ୍ବା, "ଲୋକମାନଙ୍କୁ ଯୀଶୁଙ୍କ ଠାରେ ଦୃଢଭାବରେ ବିଶ୍ଵାସ କରିବାକୁ ସାହାଯ୍ୟ କଲେ" |