or_obs-tn/content/46/09.md

1.1 KiB

ଆନ୍ତିୟଖିଆର ନଗର

ଏହା ଏକ ପୁରୁଣା ସହର ଥିଲେ ଯାହା ବର୍ତ୍ତମାନ ଆଧୁନିକ ତୁର୍କୀର ଦକ୍ଷିଣ ଦିଗରେ ଅବସ୍ଥିତ, ଏହାର ସୀମାରେ ସୀରିୟା ଏବଂ ମଧ୍ୟସାଗର ଅବସ୍ଥିତ । ଏହା ପ୍ରାୟ 450 ମାଇଲ୍ ଉତ୍ତର ପଶ୍ଚିମ ଯିରୁଶାଲମଠାରୁ ଥିଲା ।

ମଣ୍ଡଳୀକୁ ଶକ୍ତିଶାଳୀ କଲେ

ଏହା ଏହିପରି ଅନୁବାଦ କରାଯାଇପାରେ ଯେମିତି, "ଆତ୍ମିକତାରେ ମଣ୍ଡଳୀକୁ ବୃଦ୍ଧିପାଇବାକୁ ସାହାଯ୍ୟ କଲେ" କିମ୍ବା, "ଯୀଶୁଙ୍କ ବିଶ୍ଵାସୀମାନଙ୍କୁ ସେମାନଙ୍କର ବିଶ୍ଵାସରେ ବଢିବାକୁ ସାହାଯ୍ୟ କଲେ" କିମ୍ବା, "ଲୋକମାନଙ୍କୁ ଯୀଶୁଙ୍କ ଠାରେ ଦୃଢଭାବରେ ବିଶ୍ଵାସ କରିବାକୁ ସାହାଯ୍ୟ କଲେ"