or_obs-tn/content/46/05.md

7 lines
642 B
Markdown

# ଏଠାରେ
ଏହାର ଅର୍ଥ "ଦମ୍ମେସକ" ଅଟେ ।
# ଆପଣା ଦୃଷ୍ଟି ପୁନଃଲାଭ କର
ଏହା ଏହିପରି ଅନୁବାଦ କରାଯାଇପାରେ ଯେମିତି, "ପୁନର୍ବାର ଦେଖିବାରେ ସକ୍ଷମ ହେଲେ" ।
# ତାହାର ଶକ୍ତି ଫେରିଆସିଲା
ଏହା ଏହିପରି ଅନୁବାଦ କରାଯାଇପରେ ଯେମିତି, "ସେ ପୁନର୍ବାର୍ ଶକ୍ତିଶାଳୀ ହେଲେ" କିମ୍ବା, "ସେ ଉତ୍ତମ ଅନୁଭବ କଲେ"।