or_obs-tn/content/46/05.md

642 B

ଏଠାରେ

ଏହାର ଅର୍ଥ "ଦମ୍ମେସକ" ଅଟେ ।

ଆପଣା ଦୃଷ୍ଟି ପୁନଃଲାଭ କର

ଏହା ଏହିପରି ଅନୁବାଦ କରାଯାଇପାରେ ଯେମିତି, "ପୁନର୍ବାର ଦେଖିବାରେ ସକ୍ଷମ ହେଲେ" ।

ତାହାର ଶକ୍ତି ଫେରିଆସିଲା

ଏହା ଏହିପରି ଅନୁବାଦ କରାଯାଇପରେ ଯେମିତି, "ସେ ପୁନର୍ବାର୍ ଶକ୍ତିଶାଳୀ ହେଲେ" କିମ୍ବା, "ସେ ଉତ୍ତମ ଅନୁଭବ କଲେ"।