or_obs-tn/content/46/01.md

827 B

ସ୍ତିଫାନକୁ ହତ୍ୟା କରିଥିବା ପୁରୁଷମାନଙ୍କ ପୋଷାକକୁ ଜଗୁଥିଲେ

ଦେଖନ୍ତୁ45-06

ଘରରୁ ଘରକୁ

ତାହା ହେଉଛି, "ଅନେକ ଘରକୁ"

ଦମ୍ମେସକ

ଦମ୍ମେସକ ବର୍ତ୍ତମାନ ସିରିଆ ଦେଶର ରାଜଧାନୀ ଅଟେ ଶାଉଲଙ୍କ ସମୟରେ, ଏହି ସହର ରୋମୀୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ଅଧିକାଂଶ ଲୋକମାନେ ଯିହୁଦୀ ନ ଥିଲେ, କିନ୍ତୁ ସେଠାରେ କେତେକ ଯିହୁଦୀ ମାନେ ଏବଂ କେତେକ ଖ୍ରୀଷ୍ଟିୟାନମାନେ ରହୁଥିଲେ