or_obs-tn/content/45/06.md

1.1 KiB

ସେମାନଙ୍କର ବସ୍ତ୍ରକୁ ସୁରକ୍ଷିତ କଲେ

ଏହାକୁ ଏହିପରି ଅନୁବାଦ କରାଯାଇ ପାରେ ଯେମିତି, "ସେମାନଙ୍କର ବସ୍ତ୍ର ଉପରେ ନଜର ରଖିଲେ" । ବୋଧ ହୁଏ, ସେ ସେମାନଙ୍କ ବସ୍ତ୍ର ଯେପରି ଚୋରି କିମ୍ବା କ୍ଷତି ନ ହୁଏ ତାହା ନିଶ୍ଚୟ କରୁଥିଲେ ।

କିନ୍ତୁ ଏହା ସତ୍ତ୍ବେ

ଯିହୁଦୀ ନେତାମାନେ ଭାବିଲେ ଯେ ସେମାନେ ତାହାଙ୍କ ଅନୁଗାମୀକାରୀମାନଙ୍କୁ ତାଡ଼ନା କରିବା ଦ୍ଵାରା ଯୀଶୁଙ୍କ ଶିକ୍ଷାର ବିସ୍ତାରକୁ ବନ୍ଦ କରିବେ । ତାହା ବଦଳରେ, ଏହା ସେମାନଙ୍କ ଛିନ୍ନଭିନ୍ନ ହେବାର କାରଣ ହେଲା ପୁଣି ସେମାନେ ଅତ୍ୟାଧିକ ଭାବରେ ସମ୍ବାଦକୁ ବିସ୍ତାରକଲେ ।