or_obs-tn/content/45/08.md

724 B

କୂଶୀୟ

ଏହାର ଅର୍ଥ ହେଉଛି "କୂଶ ଦେଶର ଜଣେ ବ୍ୟକ୍ତି" । ଉପର ଟିପ୍ପଣୀ ଦେଖାନ୍ତୁ 45-07

ରଥ ପାଖକୁ ଆସିଲେ

ଏହାର ଅର୍ଥ ହେଉଛି "ରଥର ନିକଟବର୍ତ୍ତୀ ହେଲେ" କିମ୍ବା, "ରଥ ନିକଟକୁ ଆସିଲେ" ।

ଯେପରି ମେଷଶାବକ ନିରବ ରୁହନ୍ତି

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେମିତି, "ବଧ ହେବାକୁ ଯାଉଥିବା ଏକ ମେଷ ତୁଲ୍ୟ ନିରବ ରହିଲେ" ।