or_obs-tn/content/45/04.md

5 lines
779 B
Markdown

# ସେମାନେ କାନ ବନ୍ଦ କଲେ
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ,"ସେମାନେ ସେମାନଙ୍କ କାନ ଉପରେ ସେମାନଙ୍କ ହାତ ରଖିଲେ" । ଏହା ଦର୍ଶାଏ ଯେ ସ୍ତିଫାନ ଯାହା କହିଲେ ତାହା ସେମାନେ ଶୁଣିବାକୁ ଇଚ୍ଛା କଲେ ନାହିଁ
# ଚିତ୍କାର କଲେ
ସେମାନେ କ୍ରୋଧରେ ଚିତ୍କାର କରୁଥିଲେ । ଏହାକୁ ଏହିପରି ଭାବରେ ଅନୁବାଦ କର ଯେପରି ସେମାନେ ଅସନ୍ତୁଷ୍ଟ ଥିଲେ ପରି ବୁଝାଇବ ।