or_obs-tn/content/45/04.md

779 B

ସେମାନେ କାନ ବନ୍ଦ କଲେ

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ,"ସେମାନେ ସେମାନଙ୍କ କାନ ଉପରେ ସେମାନଙ୍କ ହାତ ରଖିଲେ" । ଏହା ଦର୍ଶାଏ ଯେ ସ୍ତିଫାନ ଯାହା କହିଲେ ତାହା ସେମାନେ ଶୁଣିବାକୁ ଇଚ୍ଛା କଲେ ନାହିଁ

ଚିତ୍କାର କଲେ

ସେମାନେ କ୍ରୋଧରେ ଚିତ୍କାର କରୁଥିଲେ । ଏହାକୁ ଏହିପରି ଭାବରେ ଅନୁବାଦ କର ଯେପରି ସେମାନେ ଅସନ୍ତୁଷ୍ଟ ଥିଲେ ପରି ବୁଝାଇବ ।