or_obs-tn/content/45/01.md

9 lines
1.3 KiB
Markdown

# ଆଦ୍ୟ ମଣ୍ଡଳୀ
ଏହାର ଅର୍ଥ ହେଲା "ମଣ୍ଡଳୀ ଯାହା ପ୍ରଥମେ ଆରମ୍ଭ ହୋଇଥିଲା" ।
# ଉତ୍ତମ ସମ୍ମାନ ଥିଲା
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଲୋକମାନଙ୍କ ଦ୍ଵାରା ଉତ୍ତମ ଜଣାଯିବ" । କିଛି ଭାଷାରେ ଏହାକୁ ଏହିପରି ଅନୁବାଦ କରାଯାଏ ଯେମିତି "ଉତ୍ତମ ନାମ ଥିଲା" ।
# ପବିତ୍ର ଆତ୍ମା ଓ ଜ୍ଞାନରେ ପୁର୍ଣ୍ଣ ଥିଲେ
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ପବିତ୍ର ଆତ୍ମା ଠାରୁ ବହୁତ ଶକ୍ତି ଓ ସାମର୍ଥ ଥିଲା ଏବଂ ବୁଦ୍ଧିମାନ୍ ଥିଲେ" କିମ୍ବା "ପବିତ୍ର ଆତ୍ମାରେ ପରିପୁର୍ଣ୍ଣ ଏବଂ ବୁଦ୍ଧିମାନ୍ ଥିଲେ" ।
# ପ୍ରବର୍ତ୍ତାଇଲା ପରି ଯୁକ୍ତିଯୁକ୍ତ କଲେ
ଏହାର ଅର୍ଥ ହେଲା "କାହିଁକି ହୃଦବୋଧ କାରଣଗୁଡିକ ଦେଲେ" ।