or_obs-tn/content/45/01.md

1.3 KiB

ଆଦ୍ୟ ମଣ୍ଡଳୀ

ଏହାର ଅର୍ଥ ହେଲା "ମଣ୍ଡଳୀ ଯାହା ପ୍ରଥମେ ଆରମ୍ଭ ହୋଇଥିଲା" ।

ଉତ୍ତମ ସମ୍ମାନ ଥିଲା

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଲୋକମାନଙ୍କ ଦ୍ଵାରା ଉତ୍ତମ ଜଣାଯିବ" । କିଛି ଭାଷାରେ ଏହାକୁ ଏହିପରି ଅନୁବାଦ କରାଯାଏ ଯେମିତି "ଉତ୍ତମ ନାମ ଥିଲା" ।

ପବିତ୍ର ଆତ୍ମା ଓ ଜ୍ଞାନରେ ପୁର୍ଣ୍ଣ ଥିଲେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ପବିତ୍ର ଆତ୍ମା ଠାରୁ ବହୁତ ଶକ୍ତି ଓ ସାମର୍ଥ ଥିଲା ଏବଂ ବୁଦ୍ଧିମାନ୍ ଥିଲେ" କିମ୍ବା "ପବିତ୍ର ଆତ୍ମାରେ ପରିପୁର୍ଣ୍ଣ ଏବଂ ବୁଦ୍ଧିମାନ୍ ଥିଲେ" ।

ପ୍ରବର୍ତ୍ତାଇଲା ପରି ଯୁକ୍ତିଯୁକ୍ତ କଲେ

ଏହାର ଅର୍ଥ ହେଲା "କାହିଁକି ହୃଦବୋଧ କାରଣଗୁଡିକ ଦେଲେ" ।