or_obs-tn/content/44/02.md

5 lines
421 B
Markdown

# ଯୀଶୁଙ୍କ ନାମରେ 
"ନାମ" ଏଠାରେ ଏହି ଶବ୍ଦଟି ବ୍ୟକ୍ତିର ଅଧିକାର ଏବଂ ଶକ୍ତିକୁ ବୁଝାଏ ଅତଏବ, ଏହି ପ୍ରକାଶନର ଏଠାରେ ଅର୍ଥ, "ଯୀଶୁଙ୍କ ଅଧିକାରଜନକ ନାମରେ" ।
# ଉଠିବା 
ତାହା ହେଉଛି, "ଠିଆ ହେବା" ।