or_obs-tn/content/44/02.md

421 B

ଯୀଶୁଙ୍କ ନାମରେ 

"ନାମ" ଏଠାରେ ଏହି ଶବ୍ଦଟି ବ୍ୟକ୍ତିର ଅଧିକାର ଏବଂ ଶକ୍ତିକୁ ବୁଝାଏ ଅତଏବ, ଏହି ପ୍ରକାଶନର ଏଠାରେ ଅର୍ଥ, "ଯୀଶୁଙ୍କ ଅଧିକାରଜନକ ନାମରେ" ।

ଉଠିବା 

ତାହା ହେଉଛି, "ଠିଆ ହେବା" ।