or_obs-tn/content/42/11.md

11 lines
1.0 KiB
Markdown

# ତୁମ ଉପରେ ଆସେ
ତାହା ହେଉଛି,."ତୁମ ଉପରେ ଅବତରଣ ହୁଏ" କିମ୍ବା "ତୁମ ଉପରେ ଆସେ"
# ସେମାନଙ୍କ ଦୃଷ୍ଟିରୁ ତାଙ୍କୁ ମେଘ ଲୁଚାଇଲା
ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ସେ ମେଘରେ ଅଦୃଶ୍ୟ ହୋଇଗଲେ" ।
# ପରମେଶ୍ଵରଙ୍କ ଡାହାଣ ହସ୍ତରେ 
ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵରଙ୍କ ଡାହାଣ ପାର୍ଶ୍ଵରେ । "
# ସମସ୍ତ ବିଷୟ ଉପରେ 
ତାହା ହେଉଛି, "ସମସ୍ତ ଉପରେ । "
# ଏକ ବାଇବଲର କାହାଣୀ\
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: