or_obs-tn/content/42/11.md

1.0 KiB

ତୁମ ଉପରେ ଆସେ

ତାହା ହେଉଛି,."ତୁମ ଉପରେ ଅବତରଣ ହୁଏ" କିମ୍ବା "ତୁମ ଉପରେ ଆସେ"

ସେମାନଙ୍କ ଦୃଷ୍ଟିରୁ ତାଙ୍କୁ ମେଘ ଲୁଚାଇଲା

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ସେ ମେଘରେ ଅଦୃଶ୍ୟ ହୋଇଗଲେ" ।

ପରମେଶ୍ଵରଙ୍କ ଡାହାଣ ହସ୍ତରେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵରଙ୍କ ଡାହାଣ ପାର୍ଶ୍ଵରେ । "

ସମସ୍ତ ବିଷୟ ଉପରେ 

ତାହା ହେଉଛି, "ସମସ୍ତ ଉପରେ । "

ଏକ ବାଇବଲର କାହାଣୀ\

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: