or_obs-tn/content/42/08.md

7 lines
901 B
Markdown

# ଘୋଷଣା କରିବେ 
ଯେ ଅଛନ୍ତି, "ଘୋଷଣା କରିବା" କିମ୍ବା, "ପ୍ରଚାର କରିବା."
# ସେମାନେ ଏହା ଯିରୁଶାଲମରେ ଆରମ୍ଭ କରିବେ
ଏହା ହେଉଛି, "ସେମାନେ ଯିରୁଶାଲମରେ ଏହା କରିବା ଆରମ୍ଭ କରିବେ" କିମ୍ବା, "ସେମାନେ ଏହି ବିଷୟକୁ ଯିରୁଶାଲାମରେ ଘୋଷଣା ଆରମ୍ଭ."
# ତୁମ୍ଭେମାନେ ଏହି ବିଷୟଗୁଡିକର ସାକ୍ଷୀ 
ଯାହାର ଅର୍ଥ, "ତୁମେ ଏହି ବିଷୟଗୁଡିକ ଘଟିବାର ଦେଖିଅଛ" କିମ୍ବା, " ଯାହା ତୁମେ ଘଟିବାର ଦେଖିଅଛ ତାହା ତୁମେ ଅନ୍ୟମାନଙ୍କୁ କହିବ."