or_obs-tn/content/42/08.md

901 B

ଘୋଷଣା କରିବେ 

ଯେ ଅଛନ୍ତି, "ଘୋଷଣା କରିବା" କିମ୍ବା, "ପ୍ରଚାର କରିବା."

ସେମାନେ ଏହା ଯିରୁଶାଲମରେ ଆରମ୍ଭ କରିବେ

ଏହା ହେଉଛି, "ସେମାନେ ଯିରୁଶାଲମରେ ଏହା କରିବା ଆରମ୍ଭ କରିବେ" କିମ୍ବା, "ସେମାନେ ଏହି ବିଷୟକୁ ଯିରୁଶାଲାମରେ ଘୋଷଣା ଆରମ୍ଭ."

ତୁମ୍ଭେମାନେ ଏହି ବିଷୟଗୁଡିକର ସାକ୍ଷୀ 

ଯାହାର ଅର୍ଥ, "ତୁମେ ଏହି ବିଷୟଗୁଡିକ ଘଟିବାର ଦେଖିଅଛ" କିମ୍ବା, " ଯାହା ତୁମେ ଘଟିବାର ଦେଖିଅଛ ତାହା ତୁମେ ଅନ୍ୟମାନଙ୍କୁ କହିବ."