or_obs-tn/content/40/07.md

11 lines
1.6 KiB
Markdown

# ଏହା ସମାପ୍ତ ହେଲା
ଏହା ଏହିପରି ମଧ୍ୟ ଅନୁବାଦ କରାଯାଇ ପାରେ ଯେପରି,''ଏହା ସମାପ୍ତ ହୋଇଅଛି''କିମ୍ବା''ମୁଁ ଏହା ସମାପ୍ତ କରିଅଛି''କିମ୍ବା, ମୁଁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଅଛି''। ଏହାର ଅର୍ଥ, ଯୀଶୁଙ୍କର ପରିତ୍ରାଣର କାର୍ଯ୍ୟ ସମ୍ପୂର୍ଣ୍ଣ ଅଟେ ।
# ତୁମ ହସ୍ତରେ
ଏହା ଅଟେ,'' ତୁମ ସୁରକ୍ଷାରେ'' ।
# ତାହାରି ମସ୍ତକକୁ ନୁଆଇଁଲେ
ଏହା ଅଟେ,'' ତାହାରି ମସ୍ତକକୁ ତଳକୁ କଲେ'' ।
# ତାହାରି ଆତ୍ମାକୁ ଦେଲେ
ତାହା ଅଟେ,''ଇଶ୍ଵରଙ୍କୁ ତାହାରି ଆତ୍ମାକୁ ଦେଲେ''କିମ୍ବା''ତାହାରି ଆତ୍ମାକୁ ଇଶ୍ଵରଙ୍କୁ ଛାଡି ଦେଲେ ଏବଂ ମୃତ୍ୟୁ ବରଣ କଲେ ।
# ବଡ଼ ପରଦା
ଏହା ବଡ଼, ସବଳ ବୁଣାଲୁଗା ମନ୍ଦିରରେ ଝୁଲାହୋଇଥିଲା । ଏହା ଏକ କାନ୍ଥ ପରି ଅନ୍ୟ କୋଠରିରୁ ଅନ୍ୟ କୋଠାରୀକୁ ଅଲଗା କରେ । ଏହାକୁ ଏପରି ମଧ୍ୟ ଅନୁବାଦ କରାଯାଇପାରେ , “ମୋଟା କପଡ଼ା”କିମ୍ବା,'' ପରଦା'' ।