or_obs-tn/content/40/07.md

1.6 KiB

ଏହା ସମାପ୍ତ ହେଲା

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇ ପାରେ ଯେପରି,''ଏହା ସମାପ୍ତ ହୋଇଅଛି''କିମ୍ବା''ମୁଁ ଏହା ସମାପ୍ତ କରିଅଛି''କିମ୍ବା, ମୁଁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଅଛି''। ଏହାର ଅର୍ଥ, ଯୀଶୁଙ୍କର ପରିତ୍ରାଣର କାର୍ଯ୍ୟ ସମ୍ପୂର୍ଣ୍ଣ ଅଟେ ।

ତୁମ ହସ୍ତରେ

ଏହା ଅଟେ,'' ତୁମ ସୁରକ୍ଷାରେ'' ।

ତାହାରି ମସ୍ତକକୁ ନୁଆଇଁଲେ

ଏହା ଅଟେ,'' ତାହାରି ମସ୍ତକକୁ ତଳକୁ କଲେ'' ।

ତାହାରି ଆତ୍ମାକୁ ଦେଲେ

ତାହା ଅଟେ,''ଇଶ୍ଵରଙ୍କୁ ତାହାରି ଆତ୍ମାକୁ ଦେଲେ''କିମ୍ବା''ତାହାରି ଆତ୍ମାକୁ ଇଶ୍ଵରଙ୍କୁ ଛାଡି ଦେଲେ ଏବଂ ମୃତ୍ୟୁ ବରଣ କଲେ ।

ବଡ଼ ପରଦା

ଏହା ବଡ଼, ସବଳ ବୁଣାଲୁଗା ମନ୍ଦିରରେ ଝୁଲାହୋଇଥିଲା । ଏହା ଏକ କାନ୍ଥ ପରି ଅନ୍ୟ କୋଠରିରୁ ଅନ୍ୟ କୋଠାରୀକୁ ଅଲଗା କରେ । ଏହାକୁ ଏପରି ମଧ୍ୟ ଅନୁବାଦ କରାଯାଇପାରେ , “ମୋଟା କପଡ଼ା”କିମ୍ବା,'' ପରଦା'' ।