or_obs-tn/content/39/11.md

5 lines
568 B
Markdown

# ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉ ନାହିଁ
ଏହାର ଅର୍ଥ "ମୁଁ ଏହି ଲୋକକୁ ଦୋଷୀ ବୋଲି ଦେଖି ପାରୁନାହିଁ " ବା "ମୁଁ ଏହି ଲୋକକୁ ପରୀକ୍ଷା କରି ଦେଖିଲି ମାତ୍ର ଏହାଠାରେ କୌଣସି ଦୋଷ ପାଇଲି ନାହିଁ " ।
# ସେ ଦୋଷୀ ନୁହନ୍ତି
ଏହାର ଅର୍ଥ , “ସେ କୌଣସି ଦୋଷ କରି ନାହିଁ” ।