or_obs-tn/content/39/11.md

568 B

ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉ ନାହିଁ

ଏହାର ଅର୍ଥ "ମୁଁ ଏହି ଲୋକକୁ ଦୋଷୀ ବୋଲି ଦେଖି ପାରୁନାହିଁ " ବା "ମୁଁ ଏହି ଲୋକକୁ ପରୀକ୍ଷା କରି ଦେଖିଲି ମାତ୍ର ଏହାଠାରେ କୌଣସି ଦୋଷ ପାଇଲି ନାହିଁ " ।

ସେ ଦୋଷୀ ନୁହନ୍ତି

ଏହାର ଅର୍ଥ , “ସେ କୌଣସି ଦୋଷ କରି ନାହିଁ” ।