or_obs-tn/content/39/07.md

1.4 KiB

ପ୍ରତିଜ୍ଞା କଲେ

ଏହାର ଅର୍ଥ, "ଅଧିକ ଗୁରୁତ୍ୱ ଦେଇ କହିଲେ ବା "ଅତି ଜୋର ଦେଇ କହିଲେ" ।

ଯଦି ମୁଁ ସେହି ଲୋକକୁ ଜାଣିଥାଏ ଈଶ୍ୱର ମୋତେ ଦଣ୍ଡ ଦିଅନ୍ତୁ

ଏହା ଏକ ଅଭିଶାପ ଯାହାର ଅର୍ଥ " ଯଦି ତୁମେ ଯାହା କହୁଛ ତାହା ସତ ହୋଇଥାଏ ତାହେଲେ ଈଶ୍ୱର ମୋ ଉପରେ ଦଣ୍ଡ ବର୍ଷାନ୍ତୁ “ବା ଯଦି ମୁଁ ମିଛ କହୁଥାଏ ଈଶ୍ୱର ମୋତେ ଦଣ୍ଡ ଦିଅନ୍ତୁ” । ଏହିପରି ଭାବରେ ପିତର ଅଧିକ ଜୋର୍ ଦେଇ କହୁଥିଲେ ଯେ ସେ ଯୀଶୁଙ୍କୁ ଜାଣି ନାହାନ୍ତି । ସେ ମଧ୍ୟ ଯୀଶୁଙ୍କୁ "ଏହି ଲୋକ " ବୋଲି ସମ୍ବୋଧନ କରୁଥିଲେ ଯଦିଓ ସେ ସ୍ପଷ୍ଟ କରିବା ପାଇଁ ଚାହୁଁଥିଲେ ଯେ ସେ ଯୀଶୁଙ୍କୁ ଜାଣି ନାହାନ୍ତି ।

ଏକ କୁକୁଡ଼ା ଡାକିଲା

ଏହା କୁକୁଡ଼ାର ଏକ ଉଚ୍ଚ ଡାକ ଥିଲା । ଦେଖ ତୁମେ ଏହାକୁ କିପରି ଏହି ସ୍ଥାନରେ ଅନୁବାଦ କରିଛ 38-09