or_obs-tn/content/38/09.md

1.5 KiB

ତୁମକୁ ପରିତ୍ୟାଗ

ପରୀକ୍ଷା କରି ଦେଖ ଏହାକୁ ତୁମେ38-08 କିପରି ଅନୁବାଦ କରିଅଛ ।

ତୁମ ସମସ୍ତଙ୍କୁ ପାଇବା ପାଇଁ

ଏହାର ଅର୍ଥ “ତୁମ ସମସ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ” ବା “ତୁମ ସମସ୍ତଙ୍କୁ ତାର କାର୍ଯରେ ଲଗାଇବା ପାଇଁ”। ଏଠାରେ “ତୁମେ “ ଶବ୍ଦ ବହୁବଚନକୁ ବୁଝାଏ । ଆଉ ଯାହା ଶବ୍ଦ “ତୁମେ” ଏବଂ “ତୁମର” ପରେ ଆସେ ତାହା ସବୁ ଏକବଚନକୁ ବୁଝାଏ ।

ଯେପରି ତୁମର ବିଶ୍ୱାସ ପତନ ନ ହୁଏ

ଏହାର ଅର୍ଥ, “ଯେପରି ତୁମେ ମୋତେ ବିଶ୍ୱାସ କରିବା ବନ୍ଦ ନ କର”।

କୁକୁଡ଼ା ଡାକିବା ପୂର୍ବରୁ

କୁକୁଡ଼ା ସାଧାରଣତଃ ଦିନର ପ୍ରଥମ ପ୍ରହରର ଆଲୁଅରେ ଡାକେ । ଯଦି ଏହା ସ୍ପଷ୍ଟ ନୁହଁ ତାହେଲେ, ତେବେ ଏହା କହିବା ସହଜ " ଆସନ୍ତା କାଲି ପାହାନ୍ତିଆରେ କୁକୁଡ଼ା ଡାକିବା ପୂର୍ବରୁ” ବା “ଆସନ୍ତା କାଲି ସକାଳେ କୁକୁଡ଼ା ଡାକିବା ପୂର୍ବରୁ”।