or_obs-tn/content/38/08.md

2.2 KiB

ଜିତ ପର୍ବତ

ଏହା ଏକ ପର୍ବତ ର ନାମ ଯାହା ଜିତ ବୃକ୍ଷ ଦ୍ଵାରା ଆବୃତ ଏବଂ ଯିରୁଶାଲମ ପ୍ରାଚୀର ର ବାହାର ପ୍ରାଙ୍ଗଣ ରେ ଅବସ୍ଥିତ । ଏହାକୁ ଏପରି ମଧ୍ୟ ଅନୁବାଦ କରାଯାଇ ପାରେ , “ଜିତ ବୃକ୍ଷ ପର୍ବତ” ।

ମୋତେ ପରିତ୍ୟାଗ କରିବ

ଏହାର ଅର୍ଥ “ମୋତେ ତ୍ୟାଗ କରିବ’ ବା “ଛାଡି ଚାଲିଯିବ”।

ଏହା ଲେଖା ଅଛି

ଏହାର ଅର୍ଥ “ଏହା ଈଶ୍ୱରଙ୍କ ବାକ୍ୟରେ ଲେଖାଅଛି”, ବା “ଏହା ବାଇବଲରେ ଲେଖାଅଛି “ ବା “ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ ଜଣେ ଲେଖିଛନ୍ତି”। ଏହା କହିବା ସମ୍ଭବ , “ଯାହା ଲେଖା ଅଛି ତାହା ଘଟିବ” ବା “ ଯାହା ଲେଖା ଯାଇଅଛି ତାହା ନିଶ୍ଚୟ ଘଟିବ”। ଏହି ଭାବବାଣୀ ଯୀଶୁଙ୍କ ମୃତ୍ୟୁ ଏବଂ ତାଙ୍କ ଅନୁଯାୟୀମାନଙ୍କ ପରିତ୍ୟାଗ କରିବା ବିଷୟକୁ ସୂଚାଏ ।

ମୁଁ ଆଘାତ କରିବି

ଅର୍ଥାତ, “ ମୁଁ ମାରିବି” ।

ମେଷପାଳକ ଏବଂ ସମସ୍ତ ମେଷମାନେ

ଏହି ସ୍ଥାନରେ ଯୀଶୁଙ୍କ ନାମ ଉଲେଖ କର ନାହିଁ କାରଣ ଯେଉଁ ଭବିଷ୍ୟତବକ୍ତା ଏହାକୁ ଲେଖିଛନ୍ତି ସେ ବୋଧହୁଏ ସେହି ମେଷପାଳକଙ୍କ ନାମ ଜାଣି ନ ଥିଲେ । ମେଷମାନେ ଶିଷ୍ୟମାନଙ୍କୁ ମଧ୍ୟ ସୂଚାଏ ନାହିଁ । ଏହାକୁ ନିଜ ଅନୁବାଦରେ “ମେଷ ପାଳକ” ଏବଂ “ମେଷ” ବୋଲି ଲେଖିବା ବାଞ୍ଛନୀୟ ଅଟେ ।

ଛିନ୍ନ ଭିନ୍ନ ହେବେ

ଅର୍ଥାତ “ବିଭିନ୍ନ ଦିଗକୁ ଯିବେ” ।