or_obs-tn/content/39/06.md

7 lines
1.1 KiB
Markdown

# ଅସ୍ବୀକାର କଲେ
ଏହାର ଅର୍ଥ , "ସେ କହିଲେ ଏହା ସତ୍ୟ ନୁହଁ" ବା "ସେ କହିଲେ ସେ ଯୀଶୁଙ୍କ ସହିତ ନ ଥିଲେ" ବା "ସେ ନାହିଁ କହିଲେ " ।
# ପିତର ଆଉଥରେ ଅସ୍ବୀକାର କଲେ
ଏହାକୁ ଏପରି ଅନୁବାଦ କରାଯାଇପାରେ ଯଥା “ପିତର ଯୀଶୁଙ୍କୁ ଜାଣିଛି ବୋଲି ଦ୍ଵିତିୟ ଥର ଅସ୍ବୀକାର କଲେ,” ବା " ପୁନର୍ବାର ପିତର କହିଲେ ସେ ଯୀଶୁଙ୍କ ସହିତ ନ ଥିଲେ ” ।
# ଗାଲିଲି ଠାରୁ
ଏହାକୁ ଏପରି ଅନୁବାଦ କରାଯାଇ ପରେ ଯଥା “ ଗାଲିଲୀୟ” । ଯୀଶୁ ଏବଂ ପିତରଙ୍କ କଥାବାର୍ତା ଶୁଣି ଲୋକମାନେ ଜାଣିଥିଲେ ଯେ ସେମାନେ ଗାଲିଲି ଠାରୁ ଆସିଛନ୍ତି ।