or_obs-tn/content/39/06.md

1.1 KiB

ଅସ୍ବୀକାର କଲେ

ଏହାର ଅର୍ଥ , "ସେ କହିଲେ ଏହା ସତ୍ୟ ନୁହଁ" ବା "ସେ କହିଲେ ସେ ଯୀଶୁଙ୍କ ସହିତ ନ ଥିଲେ" ବା "ସେ ନାହିଁ କହିଲେ " ।

ପିତର ଆଉଥରେ ଅସ୍ବୀକାର କଲେ

ଏହାକୁ ଏପରି ଅନୁବାଦ କରାଯାଇପାରେ ଯଥା “ପିତର ଯୀଶୁଙ୍କୁ ଜାଣିଛି ବୋଲି ଦ୍ଵିତିୟ ଥର ଅସ୍ବୀକାର କଲେ,” ବା " ପୁନର୍ବାର ପିତର କହିଲେ ସେ ଯୀଶୁଙ୍କ ସହିତ ନ ଥିଲେ ” ।

ଗାଲିଲି ଠାରୁ

ଏହାକୁ ଏପରି ଅନୁବାଦ କରାଯାଇ ପରେ ଯଥା “ ଗାଲିଲୀୟ” । ଯୀଶୁ ଏବଂ ପିତରଙ୍କ କଥାବାର୍ତା ଶୁଣି ଲୋକମାନେ ଜାଣିଥିଲେ ଯେ ସେମାନେ ଗାଲିଲି ଠାରୁ ଆସିଛନ୍ତି ।