or_obs-tn/content/38/15.md

9 lines
1.2 KiB
Markdown

# ଯେତେବେଳେ ସୈନ୍ୟଦଳ ଯୀଶୁଙ୍କୁ ଧରିନେଉଥିଲେ
ଏହାର ଅର୍ଥ,” ସୈନ୍ୟଦଳ ଯୀଶୁଙ୍କୁ ଧରିନେଉଥିବା ସମୟରେ”।
# ବର୍ଚ୍ଛାକୁ ବାହାର କଲେ
ଏହାର ଅର୍ଥ,“ବର୍ଚ୍ଛାକୁ ଯେଉଁ ସ୍ଥାନରେ ରଖି ଥିଲେ ସେ ସ୍ଥାନରୁ କାଢିଲେ”।
# ମୋତେ ପିତାଙ୍କର ଆଜ୍ଞାବହ ହେବାକୁ ହେବ
ଏହାର ଅର୍ଥ,“ମୋତେ ତାହା କରିବାକୁ ହେବ ନାହିଁ କାରଣ ମୋତେ ମୋର ପିତାଙ୍କର ଇଚ୍ଛା ସାଧନା କରିବାକୁ ହେବ ଏବଂ ନିଜକୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ହେବ”।
# ବାଇବଲର ଏକ କାହାଣୀ
ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡି଼କରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: