or_obs-tn/content/38/15.md

1.2 KiB

ଯେତେବେଳେ ସୈନ୍ୟଦଳ ଯୀଶୁଙ୍କୁ ଧରିନେଉଥିଲେ

ଏହାର ଅର୍ଥ,” ସୈନ୍ୟଦଳ ଯୀଶୁଙ୍କୁ ଧରିନେଉଥିବା ସମୟରେ”।

ବର୍ଚ୍ଛାକୁ ବାହାର କଲେ

ଏହାର ଅର୍ଥ,“ବର୍ଚ୍ଛାକୁ ଯେଉଁ ସ୍ଥାନରେ ରଖି ଥିଲେ ସେ ସ୍ଥାନରୁ କାଢିଲେ”।

ମୋତେ ପିତାଙ୍କର ଆଜ୍ଞାବହ ହେବାକୁ ହେବ

ଏହାର ଅର୍ଥ,“ମୋତେ ତାହା କରିବାକୁ ହେବ ନାହିଁ କାରଣ ମୋତେ ମୋର ପିତାଙ୍କର ଇଚ୍ଛା ସାଧନା କରିବାକୁ ହେବ ଏବଂ ନିଜକୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ହେବ”।

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡି଼କରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: