or_obs-tn/content/38/14.md

9 lines
1.1 KiB
Markdown

# ଏଠାକୁ ଆସିଲେ
ଅନ୍ୟ ଭାଷାରେ ଏହା କୁହା ଯାଇପାରେ,''ଗଲେ''
# ଶୁଭେଚ୍ଛା
ଏହାକୁ ଏହିପରି ଅନୁବାଦ କରାଯାଇପାରେ
# ସଂକେତ
ତାହା, “ଏକ ଇଙ୍ଗିତ”।
# ତୁମେ କ’ଣ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କର ?
ଏହାର ଅର୍ଥ, “ତୁମେ ସତରେ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କରିବ ?” ଯୀଶୁ ଏହି ପ୍ରଶ୍ନର ଉତ୍ତର ଚାହୁଁ ନ ଥିଲେ । ତେବେ କିଛି ଭାଷାରେ ଏହାକୁ ଏକ ଉକ୍ତି ବୋଲି ଅନୁବାଦ କରାଯାଇପାରେ, ଯଥା, “ତୁମେ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କରୁଛ” ବା “ତୁମେ ତୁମର ବିଶ୍ୱାସଘାତକୁ ଏକ ଚୁମ୍ବନ ଦେଇ ଆହୁରି ଖରାପ କଲ” ।