or_obs-tn/content/38/14.md

1.1 KiB

ଏଠାକୁ ଆସିଲେ

ଅନ୍ୟ ଭାଷାରେ ଏହା କୁହା ଯାଇପାରେ,''ଗଲେ''

ଶୁଭେଚ୍ଛା

ଏହାକୁ ଏହିପରି ଅନୁବାଦ କରାଯାଇପାରେ

ସଂକେତ

ତାହା, “ଏକ ଇଙ୍ଗିତ”।

ତୁମେ କ’ଣ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କର ?

ଏହାର ଅର୍ଥ, “ତୁମେ ସତରେ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କରିବ ?” ଯୀଶୁ ଏହି ପ୍ରଶ୍ନର ଉତ୍ତର ଚାହୁଁ ନ ଥିଲେ । ତେବେ କିଛି ଭାଷାରେ ଏହାକୁ ଏକ ଉକ୍ତି ବୋଲି ଅନୁବାଦ କରାଯାଇପାରେ, ଯଥା, “ତୁମେ ମୋତେ ଏକ ଚୁମ୍ବନରେ ବିଶ୍ୱାସଘାତ କରୁଛ” ବା “ତୁମେ ତୁମର ବିଶ୍ୱାସଘାତକୁ ଏକ ଚୁମ୍ବନ ଦେଇ ଆହୁରି ଖରାପ କଲ” ।