or_obs-tn/content/38/07.md

5 lines
615 B
Markdown

# ଶୟତାନ ତା ମଧ୍ୟରେ ପ୍ରବେଶ କଲା
ଏହାର ଅର୍ଥ, “ ଶୟତାନ ତା ଭିତରକୁ ଗଲା” ବା “ଶୟତାନ ତାକୁ ନିୟନ୍ତ୍ରଣ କଲା”।
# ଯିହୁଦା ସ୍ଥାନ ଛାଡି କି ଚାଲିଗଲା
କିଛି ଭାଷାରେ ଏପରି ଅନୁବାଦ କରାଯାଇପାରେ " ଯିହୁଦା ଭୋଜ ପରିତ୍ୟାଗ କରି ଚାଲିଗଲା “ ବା “ ଯିହୁଦା ଗୃହ ଛାଡି ବାହାରକୁ ଚାଲିଗଲା”।