or_obs-tn/content/38/07.md

615 B

ଶୟତାନ ତା ମଧ୍ୟରେ ପ୍ରବେଶ କଲା

ଏହାର ଅର୍ଥ, “ ଶୟତାନ ତା ଭିତରକୁ ଗଲା” ବା “ଶୟତାନ ତାକୁ ନିୟନ୍ତ୍ରଣ କଲା”।

ଯିହୁଦା ସ୍ଥାନ ଛାଡି କି ଚାଲିଗଲା

କିଛି ଭାଷାରେ ଏପରି ଅନୁବାଦ କରାଯାଇପାରେ " ଯିହୁଦା ଭୋଜ ପରିତ୍ୟାଗ କରି ଚାଲିଗଲା “ ବା “ ଯିହୁଦା ଗୃହ ଛାଡି ବାହାରକୁ ଚାଲିଗଲା”।