or_obs-tn/content/38/05.md

13 lines
1.8 KiB
Markdown

# ଏକ ପାନପାତ୍ର
ଏହାର ଅର୍ଥ “ଦ୍ରାକ୍ଷା ରସର ଏକ ପାତ୍ର” ବା “ଅଙ୍ଗୁରରେ ତିଆରି ହୋଇଥିବା ଦ୍ରାକ୍ଷାରସରେ ପୁର୍ଣ୍ଣ ଏକ ପାତ୍ର”।
# ଏହାକୁ ପାନ କର
ଏହାର ଅର୍ଥ, “ପାତ୍ରରେ ଯାହା ଅଛି ପାନ କର” ବା “ଏହି ପାତ୍ରରୁ ପାନ କର”। ଏହା ଅଙ୍ଗୁର ରେ ତିଆରି ହୋଇ ଥିବାରୁ ଗାଢ଼ ଲାଲ ରଙ୍ଗ ଦେଖା ଯାଉଥିଲା ।
# ରକ୍ତରେ ସ୍ଥାପିତ ନୂତନ ନିୟମ
ଏହାର ଅର୍ଥ “ରକ୍ତ ଯେଉଁଥିରେ ନୂତନ ନିୟମ ସମ୍ଭବ” ବା “ଏହି ରକ୍ତ ର ଭିତ୍ତିରେ ନୂତନ ନିୟମ ସ୍ଥାପିତ ଅଟେ”।
# ଢଳା ଯାଇଅଛି
ଏହା ଏପରି ଅନୁବାଦ କରାଯାଇ ପାରେ “ମୋର ଶରୀରରୁ ପ୍ରବାହିତ” ବା” ମୁଁ ରକ୍ତ ଢ଼ାଳିବା ପାଇଁ ଯାଉଛି”।
# ପାପକ୍ଷମା ନିମନ୍ତେ
ଏହାର ଅର୍ଥ , ଯେପରି ଈଶ୍ୱର ଲୋକମାନଙ୍କୁ ସେମାନଙ୍କ ପାପରୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରିବେ.”।
# ମୋତେ ସ୍ମରଣ କର
ଏହାର ଅର୍ଥ, “ମୋତେ ପାଳନ କର” ବା “ ମୋର କାର୍ଯ୍ୟକୁ ସ୍ମରଣ କର”। ଏହା ପରି ମଧ୍ୟ ଅନୁବାଦ କରାଯାଇ ପାରେ,” ବିଶେଷଭାବେ ମୋତେ ଧ୍ୟାନକର” ବା “ମୋ ବିଷୟରେ ନିଜକୁ ସ୍ମରଣ କରାଅ”।