or_obs-tn/content/38/05.md

1.8 KiB

ଏକ ପାନପାତ୍ର

ଏହାର ଅର୍ଥ “ଦ୍ରାକ୍ଷା ରସର ଏକ ପାତ୍ର” ବା “ଅଙ୍ଗୁରରେ ତିଆରି ହୋଇଥିବା ଦ୍ରାକ୍ଷାରସରେ ପୁର୍ଣ୍ଣ ଏକ ପାତ୍ର”।

ଏହାକୁ ପାନ କର

ଏହାର ଅର୍ଥ, “ପାତ୍ରରେ ଯାହା ଅଛି ପାନ କର” ବା “ଏହି ପାତ୍ରରୁ ପାନ କର”। ଏହା ଅଙ୍ଗୁର ରେ ତିଆରି ହୋଇ ଥିବାରୁ ଗାଢ଼ ଲାଲ ରଙ୍ଗ ଦେଖା ଯାଉଥିଲା ।

ରକ୍ତରେ ସ୍ଥାପିତ ନୂତନ ନିୟମ

ଏହାର ଅର୍ଥ “ରକ୍ତ ଯେଉଁଥିରେ ନୂତନ ନିୟମ ସମ୍ଭବ” ବା “ଏହି ରକ୍ତ ର ଭିତ୍ତିରେ ନୂତନ ନିୟମ ସ୍ଥାପିତ ଅଟେ”।

ଢଳା ଯାଇଅଛି

ଏହା ଏପରି ଅନୁବାଦ କରାଯାଇ ପାରେ “ମୋର ଶରୀରରୁ ପ୍ରବାହିତ” ବା” ମୁଁ ରକ୍ତ ଢ଼ାଳିବା ପାଇଁ ଯାଉଛି”।

ପାପକ୍ଷମା ନିମନ୍ତେ

ଏହାର ଅର୍ଥ , ଯେପରି ଈଶ୍ୱର ଲୋକମାନଙ୍କୁ ସେମାନଙ୍କ ପାପରୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରିବେ.”।

ମୋତେ ସ୍ମରଣ କର

ଏହାର ଅର୍ଥ, “ମୋତେ ପାଳନ କର” ବା “ ମୋର କାର୍ଯ୍ୟକୁ ସ୍ମରଣ କର”। ଏହା ପରି ମଧ୍ୟ ଅନୁବାଦ କରାଯାଇ ପାରେ,” ବିଶେଷଭାବେ ମୋତେ ଧ୍ୟାନକର” ବା “ମୋ ବିଷୟରେ ନିଜକୁ ସ୍ମରଣ କରାଅ”।