or_obs-tn/content/37/11.md

7 lines
1.0 KiB
Markdown

# ଈର୍ଷାନ୍ୱିତ
ଏହାର ଅର୍ଥ , “ଯୀଶୁଙ୍କ ଶକ୍ତି ଏବଂ ଲୋକ ପ୍ରିୟତା ସକାଶେ ଈର୍ଷାନ୍ୱିତ ହେଲେ” ବା “ଅନେକ ଯିହୂଦୀ ମାନେ ଯୀଶୁଙ୍କୁ ବିଶ୍ୱାସ କରୁ ଥିବାରୁ ଈର୍ଷାନ୍ୱିତ ହେଲେ”।
# ଏକତ୍ରିତ ହେଲେ
ଅର୍ଥାତ “ ଏକତ୍ର ମିଶିଲେ” ବା “ପରସ୍ପରକୁ ଭେଟିଲେ”। ଏହା ଏକ ସାଧାରଣ ସଭା ନଥିଲା ମାତ୍ର ଯୀଶୁ ଙ୍କୁ ମାରିବା ପାଇଁ ଏକ ବିଶେଷ ଆୟୋଜନ ଥିଲା।
# ବାଇବଲର ଏକ କାହାଣୀ
ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: