or_obs-tn/content/37/11.md

1.0 KiB

ଈର୍ଷାନ୍ୱିତ

ଏହାର ଅର୍ଥ , “ଯୀଶୁଙ୍କ ଶକ୍ତି ଏବଂ ଲୋକ ପ୍ରିୟତା ସକାଶେ ଈର୍ଷାନ୍ୱିତ ହେଲେ” ବା “ଅନେକ ଯିହୂଦୀ ମାନେ ଯୀଶୁଙ୍କୁ ବିଶ୍ୱାସ କରୁ ଥିବାରୁ ଈର୍ଷାନ୍ୱିତ ହେଲେ”।

ଏକତ୍ରିତ ହେଲେ

ଅର୍ଥାତ “ ଏକତ୍ର ମିଶିଲେ” ବା “ପରସ୍ପରକୁ ଭେଟିଲେ”। ଏହା ଏକ ସାଧାରଣ ସଭା ନଥିଲା ମାତ୍ର ଯୀଶୁ ଙ୍କୁ ମାରିବା ପାଇଁ ଏକ ବିଶେଷ ଆୟୋଜନ ଥିଲା।

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: