or_obs-tn/content/37/10.md

9 lines
729 B
Markdown

# ଲାଜାର ବାହାରି ଆସିଲେ
ଅନ୍ୟ ଭାଷାରେ କୁହାଯାଇ ପାରେ
# ସମାଧି ବସ୍ତ୍ର
ଏହାର ଅର୍ଥ “ସମାଧି ବସ୍ତ୍ର” ।
# ଏହା ଏପରି ମଧ୍ୟ ଅନୁବାଦ କରାଯାଇ ପାରେ
ସମାଧିର କପଡା ବା ଏକ ଆକାର ର କପଡା ।
# ଏହି ଆଶ୍ଚର୍ଯ୍ୟ କର୍ମ ସକାଶେ
ଏହାର ଅର୍ଥ, “କାରଣ ଈଶ୍ୱର ଏହି ଅଦ୍ଭୁତ ଆଶ୍ଚର୍ଯ କର୍ମ କଲେ” ବା “କାରଣ ଯୀଶୁ ଲାଜାରଙ୍କୁ ପୁନର୍ବାର ଜୀବିତ କଲେ “।