or_obs-tn/content/37/10.md

729 B

ଲାଜାର ବାହାରି ଆସିଲେ

ଅନ୍ୟ ଭାଷାରେ କୁହାଯାଇ ପାରେ

ସମାଧି ବସ୍ତ୍ର

ଏହାର ଅର୍ଥ “ସମାଧି ବସ୍ତ୍ର” ।

ଏହା ଏପରି ମଧ୍ୟ ଅନୁବାଦ କରାଯାଇ ପାରେ

ସମାଧିର କପଡା ବା ଏକ ଆକାର ର କପଡା ।

ଏହି ଆଶ୍ଚର୍ଯ୍ୟ କର୍ମ ସକାଶେ

ଏହାର ଅର୍ଥ, “କାରଣ ଈଶ୍ୱର ଏହି ଅଦ୍ଭୁତ ଆଶ୍ଚର୍ଯ କର୍ମ କଲେ” ବା “କାରଣ ଯୀଶୁ ଲାଜାରଙ୍କୁ ପୁନର୍ବାର ଜୀବିତ କଲେ “।