or_obs-tn/content/37/04.md

9 lines
1.0 KiB
Markdown

# ମାର୍ଥା
ମାର୍ଥା ଲାଜାର ଏବଂ ମରିଯମଙ୍କ ଭଉଣୀ ଥିଲେ । ଦେଖନ୍ତୁ[37-01](../37/01.md) ।
# ଯୀଶୁଙ୍କୁ ସାକ୍ଷାତ କରିବାକୁ ବାହାରିଲେ
ଏହାର ଅର୍ଥ , ଯୀଶୁ ଯେତେବେଳେ ଗାଁ ଭିତରକୁ ଆସୁଥିଲେ ସେ ତାଙ୍କୁ ସାକ୍ଷାତ କରିବାକୁ ଗଲେ ।
# ମୋର ଭାଇ ମରି ନ ଥାନ୍ତା
ଏହାର ଅର୍ଥ, “ ଆପଣ ତାକୁ ସୁସ୍ଥ କରିଥାନ୍ତେ ଏବଂ ସେ ମରିନ ଥାନ୍ତା” , ବା ଆପଣ ମୋର ଭାଇ କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଥାନ୍ତେ “।
# ତୁମେ ଯାହା ତାଙ୍କ ଠାରୁ ମାଗିବ ଈଶ୍ୱର ତାହା ଦେବେ
ଏହାର ଅର୍ଥ “ତୁମେ ଯାହା ସେ କରନ୍ତୁ ବୋଲି ଚାହିଁବ ସେ ତାହା କରିବେ”।