or_obs-tn/content/37/04.md

1.0 KiB

ମାର୍ଥା

ମାର୍ଥା ଲାଜାର ଏବଂ ମରିଯମଙ୍କ ଭଉଣୀ ଥିଲେ । ଦେଖନ୍ତୁ37-01

ଯୀଶୁଙ୍କୁ ସାକ୍ଷାତ କରିବାକୁ ବାହାରିଲେ

ଏହାର ଅର୍ଥ , ଯୀଶୁ ଯେତେବେଳେ ଗାଁ ଭିତରକୁ ଆସୁଥିଲେ ସେ ତାଙ୍କୁ ସାକ୍ଷାତ କରିବାକୁ ଗଲେ ।

ମୋର ଭାଇ ମରି ନ ଥାନ୍ତା

ଏହାର ଅର୍ଥ, “ ଆପଣ ତାକୁ ସୁସ୍ଥ କରିଥାନ୍ତେ ଏବଂ ସେ ମରିନ ଥାନ୍ତା” , ବା ଆପଣ ମୋର ଭାଇ କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଥାନ୍ତେ “।

ତୁମେ ଯାହା ତାଙ୍କ ଠାରୁ ମାଗିବ ଈଶ୍ୱର ତାହା ଦେବେ

ଏହାର ଅର୍ଥ “ତୁମେ ଯାହା ସେ କରନ୍ତୁ ବୋଲି ଚାହିଁବ ସେ ତାହା କରିବେ”।