or_obs-tn/content/36/06.md

1.5 KiB

ସେମାନଙ୍କୁ ସ୍ପର୍ଶକଲେ

ତାହା ହେଉଛି, “ତାହାଙ୍କ ହାତ ସେମାନଙ୍କ ଉପରେ ରଖିଲେ ।” କିଛି ଭାଷାଗୁଡିକ ସେ କେଉଁଠାରେ ସ୍ପର୍ଶକଲେ ତାହା ସ୍ପଷ୍ଟ କରିବାକୁ ପସନ୍ଦ କରନ୍ତି । ଯଦି ତାହା ହୁଅ, ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ସେ ସେମାନଙ୍କ ସ୍କନ୍ଧ ଉପରେ ସ୍ପର୍ଶକଲେ” କିମ୍ବା, “ସେ ପ୍ରତ୍ୟେକଙ୍କ ସ୍କନ୍ଧ ଉପରେ ହାତ ରଖିଲେ ।”

ଭୟ କର ନାହିଁ

ଏହା ଏହିପରି ଭାବରେ ମଧ୍ୟ ଅନୁବାଦ ହୋଇପାରେ ଯେମିତି, "ଭୟ କରିବା ବନ୍ଦ କର ।"

ଉଠ

ଏହା ଏହିପରି ଭାବରେ ମଧ୍ୟ ଅନୁବାଦ ହୋଇପାରେ ଯେମିତି, “ଛିଡା ହୁଅ” କିମ୍ବା, “ଦୟାକରି ଛିଡା ହୁଅ ।” ନିଶ୍ଚିତ ହୁଅ ଯେ ଯୀଶୁ ଯେପରି ସେମାନଙ୍କୁ ଏହା ନମ୍ର ଭାବରେ କହିଲେ ତାହା ଶୁଭା ଯାଏ ।

ସେଠାରେ କେବଳ ଯୀଶୁ ହିଁ ଥିଲେ

ଏହା ମଧ୍ୟ ଯୋଗ କରିବାର ସମ୍ଭବ ଯେ "ମୋଶା ଏବଂ ଏଲିୟ ଚାଲିଯାଇଥିଲେ ।"