or_obs-tn/content/35/13.md

1.5 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଏହା ଆମ ପାଇଁ ଯଥାର୍ଥ ଅଟେ

ତାହା ହେଉଛି, ”ଏହା ଆମ ପାଇଁ କରିବା ଉଚିତ ଅଟେ” କିମ୍ବା, “ଏହା ଆମ ପାଇଁ ଉପଯୁକ୍ତ ଅଟେ ।”

ତୁମର ଭାଇ

ବାପା ତାହାର ସାନ ପୁଅକୁ ସମ୍ବୋଧନ କରେ ଯେମିତି, "ତୁମର ଭାଇ" ଏହା ସ୍ମରଣ କରାଇବାକୁ ଯେ ତାହାର ସାନ ଭାଇ ସହିତ ତାହାରି ସମ୍ପର୍କ କିପ୍ରକାର ଏବଂ ସେ ତାହାର ସାନ ଭାଇଙ୍କୁ କିପରି ପ୍ରେମ କରିବା ଉଚିତ । #ମରିଥିଲା, ଏବଂ ବର୍ତ୍ତମାନ ସେ ବଞ୍ଚିଅଛି ଦେଖ କିପରି ଆପଣ ଏହାକୁ ଏଠାରେ ଅନୁବାଦ କରିଅଛନ୍ତି 35-09 #ସେ ହଜି ଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଅଛି ଦେଖ ଆପଣ କିପରି ଏହାକୁ ଏଠାରେ ଅନୁବାଦ କରିଅଛନ୍ତି 35-09

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: