or_obs-tn/content/35/09.md

1.9 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଉତ୍ତମ ବାଛୁରୀ

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, “ମୋଟା ବାଛୁରୀ ।” ଏହି ବାଛୁରୀ ମୋଟା ଥିଲା ଯାହା ଫଳରେ ଯେତେବେଳେ ଏହାକୁ ରନ୍ଧାଯାଏ ଏହା ଉତ୍ତମ ସ୍ଵାଦ ଦେଇପାରେ ।

ମୋର ପୁଅ ମରିଯାଇଥିଲା, ମାତ୍ର ବର୍ତ୍ତମାନ ସେ ବଞ୍ଚିଅଛି !

ତାହା ହେଉଛି, "ଏହା ଯେମିତି ମୋର ପୁଅ ମରିଥିଲା ମାତ୍ର ବର୍ତ୍ତମାନ ସେ ବଞ୍ଚିଅଛି !" କିମ୍ବା, “ମୁ ଦୁଃଖ କରୁଥିଲି ଯେମିତି ମୋର ପୁଅ ମିରିଯାଇଥିଲା ବୋଲି ମାତ୍ର ଏବେ ମୁ ଆନନ୍ଦ କରୁଅଛି ଯେହେତୁ ସତେ ଯେପରି ସେ ବର୍ତ୍ତମାନ ସେ ଜୀବନକୁ ଫେରି ଆସିଅଛି !“ ପିତା କିପରି ଖୁସି ଥିଲେ କାରଣ ତାହାର ପୁଅ ଗୃହକୁ ଫେରି ଆସିଅଛି ତାହା ଦେଖାଇବାକୁ ସେ ଏହି ବ୍ୟକ୍ତ ବ୍ୟବହାର କରୁଅଛନ୍ତି ।

ସେ ହଜି ଯାଇଥିଲା, ମାତ୍ର ବର୍ତ୍ତମାନ ସେ ମିଳିଅଛି !

ତାହା ହେଉଛି, "ଏହା ଯେମିତି ମୁଁ ତାହାଙ୍କୁ ହରାଇଥିଲି ମାତ୍ର ବର୍ତ୍ତମାନ ମୁଁ ତାହାଙ୍କୁ ପାଇଅଛି ।" ଏହି ବ୍ୟକ୍ତ ମଧ୍ୟ ବାପା ନିଜର ପୁଅକୁ ଘରେ ପୁନର୍ବାର ପାଇ କିପରି ଖୁସି ଅଟନ୍ତି ତାହା ପ୍ରକାଶ କରେ ।"