or_obs-tn/content/35/08.md

5 lines
735 B
Markdown

(ଯୀଶୁ କାହାଣୀକୁ ଜାରି ରଖିଲେ ।)
# ଈଶ୍ୱରଙ୍କ ଏବଂ ତୁମ ବିରୁଦ୍ଧରେ ପାପ କରିଅଛି.
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଇଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛି, ଏବଂ ମୁଁ ମଧ୍ୟ ତୁମ ବିରୁଦ୍ଧରେ ପାପ କରିଅଛି ।”
# ମୁଁ ଯୋଗ୍ୟ ନୁହଁ
ଏହାକୁ ମଧ୍ୟ ଏହିପରି କହିବା ସମ୍ଭବ, “ତେଣୁ ମୁଁ ଯୋଗ୍ୟ ନୁହଁ” କିମ୍ବା “ଯାହା ଫଳରେ, ମୁଁ ଯୋଗ୍ୟ ନୁହଁ ।”