or_obs-tn/content/35/08.md

735 B

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଈଶ୍ୱରଙ୍କ ଏବଂ ତୁମ ବିରୁଦ୍ଧରେ ପାପ କରିଅଛି.

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଇଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛି, ଏବଂ ମୁଁ ମଧ୍ୟ ତୁମ ବିରୁଦ୍ଧରେ ପାପ କରିଅଛି ।”

ମୁଁ ଯୋଗ୍ୟ ନୁହଁ

ଏହାକୁ ମଧ୍ୟ ଏହିପରି କହିବା ସମ୍ଭବ, “ତେଣୁ ମୁଁ ଯୋଗ୍ୟ ନୁହଁ” କିମ୍ବା “ଯାହା ଫଳରେ, ମୁଁ ଯୋଗ୍ୟ ନୁହଁ ।”