or_obs-tn/content/34/07.md

7 lines
1.1 KiB
Markdown

(ଯୀଶୁ କାହାଣୀକୁ ଜାରି ରଖିଲେ ।)
# ଧାର୍ମିକ ନେତାମାନେ ଏହିପରି ପ୍ରାର୍ଥନା କଲେ
ଅନ୍ୟ ପ୍ରକାରେ ଏହାକୁ କହିଲେ, "ଏହି ପ୍ରକାରେ ଧାର୍ମିକ ନେତାମାନେ ପ୍ରାର୍ଥନା କଲେ" କିମ୍ବା, "ଧାର୍ମିକ ନେତାମାନେ ଏହିପରି ପ୍ରାର୍ଥନା କଲେ ।"
# ମୁଁ ଏହିପରି ପାପୀ ନୁହଁ
ତାହା ହେଉଛି, “ମୁଁ ଏହିପରି ପାପୀ ନୁହଁ” କିମ୍ବା, “ମୁଁ ଏହିପରି ଧାର୍ମିକ ନୁହଁ ।"
# ଅଧାର୍ମିକ ବ୍ୟକ୍ତି
ତାହାର ହେଉଛି, “ଯେଉଁ ଲୋକମାନେ ଧାର୍ମିକ ନୁହଁନ୍ତି" କିମ୍ବା, “ଯେଉଁ ଲୋକମାନେ ମନ୍ଦ କାର୍ଯ୍ୟଗୁଡିକ କରନ୍ତି” କିମ୍ବା, “ବ୍ୟବସ୍ଥା ଭଗ୍ନକାରୀ ।”