or_obs-tn/content/34/07.md

1.1 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଧାର୍ମିକ ନେତାମାନେ ଏହିପରି ପ୍ରାର୍ଥନା କଲେ

ଅନ୍ୟ ପ୍ରକାରେ ଏହାକୁ କହିଲେ, "ଏହି ପ୍ରକାରେ ଧାର୍ମିକ ନେତାମାନେ ପ୍ରାର୍ଥନା କଲେ" କିମ୍ବା, "ଧାର୍ମିକ ନେତାମାନେ ଏହିପରି ପ୍ରାର୍ଥନା କଲେ ।"

ମୁଁ ଏହିପରି ପାପୀ ନୁହଁ

ତାହା ହେଉଛି, “ମୁଁ ଏହିପରି ପାପୀ ନୁହଁ” କିମ୍ବା, “ମୁଁ ଏହିପରି ଧାର୍ମିକ ନୁହଁ ।"

ଅଧାର୍ମିକ ବ୍ୟକ୍ତି

ତାହାର ହେଉଛି, “ଯେଉଁ ଲୋକମାନେ ଧାର୍ମିକ ନୁହଁନ୍ତି" କିମ୍ବା, “ଯେଉଁ ଲୋକମାନେ ମନ୍ଦ କାର୍ଯ୍ୟଗୁଡିକ କରନ୍ତି” କିମ୍ବା, “ବ୍ୟବସ୍ଥା ଭଗ୍ନକାରୀ ।”